STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ଫମ୍ପା ମାଠିଆର ଶବଦ ବେଶି

ଫମ୍ପା ମାଠିଆର ଶବଦ ବେଶି

1 min
156


ଅତିରଞ୍ଜିତ କରି

ଅଳପକୁ ବେଶୀ

କରି କଥା କହିବା

ପ୍ରକୃତି ଯାର କଥା

କହିଚାଲେ ସତେ

ଯେପରି ପଣସ

ଖୋସା ଖୁଆଇଲା

ଭଳି ମନ ମୋହିଦିଏ

କାମରେ ଶୂନ ସ୍ଥିତି  ଦେଖାଏ

ସେପରି ବ୍ୟକ୍ତି ରାଜନୀତିରେ

ସଫଳତା ହାସଲ କରେ

ଫମ୍ପା ମାଠିଆ ଭଳି

ଡାବା କଥା କହିଚାଲେ

କେଵଳ ମନଛୁଆଁ କଥା

ସେଥିରେ ଭରପୁର ଥାଏ

ନିଜର ସ୍ୱାର୍ଥପୂର୍ଣ୍ଣ ହେବା

ପରେ ବଡଲୋକିଆ

ସାଜି ଅନ୍ୟକୁ ନିଉନ ଭାବେ

ସେପରି ବ୍ୟକ୍ତିକୁ ଘୃଣ୍ୟ

ଦୃଷ୍ଟିରେ ସମାଜ ଦେଖଥାଏ

ସେପରି ବ୍ୟକ୍ତି ଠାରୁ

ଦୂରେଇ ରହିଲେ ମଙ୍ଗଳ  ହୁଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational