STORYMIRROR

Ranjan kumar Mohanty

Romance

2  

Ranjan kumar Mohanty

Romance

ପହିଲି ପ୍ରୀତି

ପହିଲି ପ୍ରୀତି

1 min
194

ପ୍ରଥମ ପ୍ରେମର ପ୍ରଥମ ଇସାରା

ଅନୁଭୂତି ଦିଏ ଅନ୍ତରେ ନିଆରା

ହୃଦୟ ସ୍ପନ୍ଦନ ପରା

ସ୍ମୃତି ହୋଇ ରହେ ଜୀବନ ସାରା


ଅନ୍ଧାର ଆକାଶେ ଅଦିନ ଖରା

ସଭିଙ୍କ ପାଇଁ ସେ ଖୁସି ପସରା

ସ୍ବପ୍ନ ଆକାଶର ତାରା

ମରୁରେ ଅଟେ ସେ ବରଷା ଧାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance