STORYMIRROR

kahnu charan sahu

Abstract Others

2  

kahnu charan sahu

Abstract Others

ପହିଲି ଫଗୁଣ

ପହିଲି ଫଗୁଣ

1 min
116

ଜୀବନ ଋତୁରେ ଚୁମେ ଯେବେ କେବେ

ପହିଲି ଫଗୁଣ ଆସି

ଅସମ୍ଭବ କିଛି ସମ୍ଭବ ହୁଅଇ 

ମିଳଇ ଅଜଣା ଖୁସି ।


କେବେ ପ୍ରେମ କେବେ ପ୍ରତାରଣା ପୁଣି

ଲକ୍ଷ୍ୟର ନିଅଇ ରୂପ

ସଜାଡ଼େ ଜୀବନ ଅଧୁରା ସପନ

କେବେ କରେ ନୂଆ ପାପ ।


ଫଗୁଣ ଆସିଲେ ଯେପରି ପୃଥୀରେ

ପଲ୍ଲବୀତ ହୁଏ ଧରା

ଜୀବନେ ଆସିଣ ଭରେ ରୂପକ୍ରାନ୍ତି

ଜ୍ଞାନ ଗୁଣ ଅନ୍ୟ ଚାରା ।।


Rate this content
Log in

Similar oriya poem from Abstract