STORYMIRROR

Samar Ballav Bhoi

Romance

3  

Samar Ballav Bhoi

Romance

ଫଗୁଣର ଚାହାଣୀରେ ପ୍ରିୟା ମୋର

ଫଗୁଣର ଚାହାଣୀରେ ପ୍ରିୟା ମୋର

1 min
211


ଫଗୁଣର ଚାହାଣୀରେ 

ପ୍ରିୟା ମୋର ହସେ

ଲାଜୁଆ ଭାବନାରେ 

ମନ ତାର ବସେ!!

ଫଗୁଣର ଫଗୁରଙ୍ଗେ 

ଭାରାକ୍ରାନ୍ତ ମନ

ବୁଝେନି କଦାପି ସିଏ 

ଭାବେ ରାତିଦିନ!!

ମୋବାଇଲ୍ ରିଙ୍ଗ୍ ରିଙ୍ଗ୍ ଶବ୍ଦ

ଶୁଭେ ଯେବେ କାନେ

ହଠାତ୍ ଚମକି ପଡେ ପ୍ରିୟା ମୋର

ସୟନେ ସପନେ!!

କେଜାଣି କିଏ କାନ ପାଖେ 

ଡାକି ଦେଲାପରି 

ଉଠିପଡେ ବିଛଣାରୁ 

ସହଳ ସହଳ!!

ଭାବିନିଏ ବସନ୍ତ ଡାକୁଛି ଆସି 

ମୃଦୁ ମଳୟକୁ ସାଥିରେ ଧରି

ବିଶ୍ବାସର ଭାବନାରେ

ଯାଏ ସେ ଆବୋରି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance