STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଫଗୁଣ 

ଫଗୁଣ 

1 min
2


ଛୋଟ ଏକ ମନ ମୋର 
ରଖିଥିଲି ସାଇତି 
ଫଗୁଣ ର ରଙ୍ଗ ମଧ୍ୟରେ
ଚୋରାଇ ନେଲା ଚୋରା ଚଇତି
ଅବୀର ରଙ୍ଗ ବୋଳି ରାଧା ମାଧବ
ଦୋଳି ଖେଳନ୍ତି
ନବପଲ୍ଲଵ ଧରି ସୁନ୍ଦର
ଅତୀବ ପ୍ରକୃତି
ଆମ୍ବ ବଉଳଇ ଫଗୁଣେ ମାସେ
କୋଇଲି ସହିତ ପ୍ରଜାପତି
ଭଉଁର ଗୁଣୁ ଗୁଣୁ ସ୍ଵରେ
ଗାଉଅଛି ମଧୁର ସ୍ମୃତି
ଏତେ ରଙ୍ଗ ଆଣି ଫଗୁଣ
ଦେଶେ ସୁନ୍ଦର ଅତି
ରଙ୍ଗ ବୋଳି ଫଗୁଣକୁ
ଦୋଳ ଲୋକେ ସଜାନ୍ତି
ରଙ୍ଗ ଋତୁ ଫଗୁଣ ଟା
ବୋଲ ଜମା ନମାନନ୍ତି
ରଙ୍ଗ ପିଭିକାରୀ ଧରି
ପ୍ରକୃତି ସାଥେ ରଙ୍ଗ ହୋରି
ଧରି ରାଧା କୃଷ୍ଣ ପନ୍ତି ପାଆନ୍ତି
ଆମ୍ବ କଷି ଝୁଲେ ଦୋଳ ଵିମାନେ
ସ୍ୱର୍ଗ ସମ ଧରା ଆଜି ଲାଗନ୍ତି
ଆନନ୍ଦ ର ହୋଲି ଆସି
ପ୍ରୀତି ମୈତ୍ରୀ ସଦ୍ଭବନା ବର୍ଷନ୍ତି


સામગ્રીને રેટ આપો
લોગિન

Similar oriya poem from Romance