Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Romance

3  

rasmi maye pati

Romance

ଫଗୁଣ

ଫଗୁଣ

1 min
196



ତୁମେ ମୋ କୁଞ୍ଜବନ ର 

  ଅଭୁଲା ନାୟକ

ମୁହିଁ ରାଧା ପାଗଳି ନୀ 

   ତୁମେ ମୋ କେଶବ

ଶୁଣ ପ୍ରାଣ ପ୍ରିୟ ଏବେ 

   ଆସିଚି ଫଗୁଣ ।

ଫଗୁଣ ର ପ୍ରେମ ରଙ୍ଗ

   କର ହେ ବର୍ଷଣ

ପୀରତି ର ଡେଣା ଝାଡି

   ବହୁଚି ମଳୟ

ପ୍ରେମ ର ଅଭିର ଛିଞ୍ଚ ।

  ମୋର ପ୍ରାଣ ପ୍ରିୟ

ହଜିଯିବି ପ୍ରେମ ରେ ମୁଁ

   ଫଗୁଣ ରଙ୍ଗ ରେ

ଦୁହେଁ ମିଶି ମଜିଯିବା

  ସେ କୁଞ୍ଜ ବନ ରେ ।

ପ୍ରୀତି ର ଯମୁନା ଦେଖ

  କୁଳ ଲଂଘିଲା ଣି 

ମନ ଉପବନ ରେ 

  କଦମ୍ବ ଫୁଟି ଲାଣି

ଶରୀର କୁ କରିଦେବି ।

 ପରା ରାଧା ମୟ

କୃଷ୍ଣ ପ୍ରେମ ବର୍ଷା କର

  ଆହେ ପ୍ରାଣ ପ୍ରିୟ

କେତେ କେତେ ପ୍ରେମ ର

  ଫଗୁଣ ଆସୁ ଥାଉ

ଧରା ବକ୍ଷେ ପ୍ରେମ ଶବ୍ଦ

  ଅମ୍ଳାନ ହୋଇ ରହୁ ।

   


Rate this content
Log in

Similar oriya poem from Romance