STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ଫଗୁଣ ରଙ୍ଗ

ଫଗୁଣ ରଙ୍ଗ

1 min
214

ଫଗୁଣ ର ରଙ୍ଗ ଆହା

ଲାଗେ କେତେ ଭଲ 


ଫଗୁ ମଖା ଧରା ଶୋଭା

ଦିଶେ ସୁମଞ୍ଜୁଳ ।


ହସ ରସ ଖୁସି ବୁଣି

ଚାଲଇ ଜୀବନ


ଦୋଳ ଉତ୍ସବ ରେ ଖେଳୁ

ରଙ୍ଗ ସର୍ବ ଜନ ।


ଫଗୁଣ ଫଗୁ ପୂର୍ଣ୍ଣମୀ

ଯାତ ଦୋଳ ହୋଲି


ସମୟରେ ମନ ଉଠେ

ଅନନ୍ଦେ ଉଛୁଳି ।


Rate this content
Log in

Similar oriya poem from Romance