STORYMIRROR

kahnu charan sahu

Fantasy

4  

kahnu charan sahu

Fantasy

ଫେରିଯିବ କି?

ଫେରିଯିବ କି?

1 min
27

କୁହ,

ସତରେ ମୋଠୁ ଖୁବ ଦୂରକୁ

ଫେରିଯିବି କି?

ମୁଁ ତୁମକୁ ନେଇ ଦେଇସାରିଛି

ମହଣ ମହଣ ସ୍ବପ୍ନ

ତୁମକୁ ନେଇ ସଜେଇଛି ହୃଦୟ

ଅମୃତମୟୀ ପ୍ରେମ !


ହେ ଈଶ୍ୱରୀ

ଫେରିଯିବନି ମୋଠୁ ତମେ

ତୁମ ବିନା ମୁଁ ନିଶ୍ୱ

ତୁମ ବିନା ମୁଁ ଆଲେଖା ଖାତା

ତୁମେ ମୋ ପ୍ରେମ କେବେ ଖଟା କେବେ ମିଠା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy