ଲିମନ ଦିଦି
Abstract
କାନ ତୋର ଯେବେ ଥିବ ନିର୍ଜୀବ
ଲୋକେ କରୁଥିବେ ରାମନାମ ରାବ
କହ ତ କି ଲାଭ.....?
ମନରେ, ଆଜିଠୁ କର ନାମରେ ଭାବ
ହରିବୋଲ ହରିବୋଲ ସ୍ବନ ଶୁଭୁଥିବ
ତୋର ତୁଣ୍ଡ ହରି ନାମ ନ ବୋଲିପାରିବ
କହ ତ କି ଲାଭ....?
ମନରେ, ବେଳ ହୁଁ କର ନାମକୁ ଠାବ ।
ଚାଲ୍ ଆଉଥରେ
ପଦେରେ ଗଦେ(ମନ)
ପଦେରେ ଗଦେ(ଦାର...
ଆଉ ଥରେ
ସବୁ ତୁ
ରାତିର ସାଥୀ
ଜଗା ତୋର ଡୋରି
ରାସ୍ତା ଏପଟୁ
କାଳିଆର ଆଖି ଠା...
ତୁମେ ମୋର ବୋଲି
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସ୍କନ୍ଦମାତା ସ୍କନ୍ଦମାତା
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ସମ୍ପର୍କ ସମ୍ପର୍କ
ସଂକ୍ରମିତ ହେବ ସ୍ନେହ ପ୍ରେମ ପୁଣି ବହିବ ପ୍ରୀତି ମଳୟ ରୋଗ ସଂକ୍ରମଣ ହୋଇବ ବିଲୀନ ଦୂର ହେବ ଭ୍ରାନ୍ ସଂକ୍ରମିତ ହେବ ସ୍ନେହ ପ୍ରେମ ପୁଣି ବହିବ ପ୍ରୀତି ମଳୟ ରୋଗ ସଂକ୍ରମଣ ହୋଇବ ବିଲୀନ ଦ...
ସାଜିଯାଏ କେବେ ପୁଣି ବିଶାଳ ପର୍ବତ ମସ୍ତକ ନୁଆଇଁବ ନାହିଁ କେତେ ଲାଗିଲେ ଆଘାତ। ସାଜିଯାଏ କେବେ ପୁଣ ସାଜିଯାଏ କେବେ ପୁଣି ବିଶାଳ ପର୍ବତ ମସ୍ତକ ନୁଆଇଁବ ନାହିଁ କେତେ ଲାଗିଲେ ଆଘାତ। ସାଜ...
ସତର୍କ ନହେଲେ କୁଫଳ ଫଳିବ ଜଳର ଅଭାବ ହେବ ପରିଣାମ ବହୁ ବିଷମ ହୋଇବ କିଛି ବୁଦ୍ଧି ନମିଳିବ। ସତର୍କ ନହେଲେ କୁଫଳ ଫଳିବ ଜଳର ଅଭାବ ହେବ ପରିଣାମ ବହୁ ବିଷମ ହୋଇବ କିଛି ବୁଦ୍ଧି ନମି...
ହସର ମଉଜ ଆସର ଭିଡରେ କେତେ କୋହ ପାଦ ତଳେ ମରୁଛି, ମୋ ଭିତରର ମଣିଷତ୍ୱ କେବେ ଗୁମୁରି ଗୁମୁରି କାନ୍ଦୁ ହସର ମଉଜ ଆସର ଭିଡରେ କେତେ କୋହ ପାଦ ତଳେ ମରୁଛି, ମୋ ଭିତରର ମଣିଷତ୍ୱ କେବେ ଗୁମୁରି ...