STORYMIRROR

Ranjan Kumar Brahma

Abstract

2  

Ranjan Kumar Brahma

Abstract

ପଢିବା ବଢିବା

ପଢିବା ବଢିବା

1 min
321

ଟୁଉକୁ ମୂଷି ଟୁଉକୁ ମୂଷି 

ପାଠ ପଢୁଛି ଶେଜରେ ବସି


ଗୋଟିଏ ପଦକୁ ଦି ଥର ପଢେ 

ବହି ଉପରେ ଢୁଳେଇ ପଡେ


ବାଡ଼ିଟି ଧରି ପୁଷି ମାଉସି 

ଚଉକି ଉପରେ ବସି ରହିଛି


ପଢିଲେ ପାଠ ବଢିବ ମୂଷି

ହସିବ ଦେଶ ଜୀଇଁଵ ଖୁସି


ଯେ ଏ କଥାକୁ ନ ଜାଣି ପାରେ

ଜୀବନ ତା'କୁ ନିଇତି ମାରେ


ଏହି କଥାକୁ ଜାଣି ନ ପାରି

ତା ଜାତି ଭାଇ ହେଉଚି ଘାରି


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract