STORYMIRROR

Akankshyamayee Dash

Classics Inspirational

4  

Akankshyamayee Dash

Classics Inspirational

ପବିତ୍ର ପାର୍ବଣ ପୂଜାଦିବସ ଅବସରରେ

ପବିତ୍ର ପାର୍ବଣ ପୂଜାଦିବସ ଅବସରରେ

1 min
1.5K

ଦୁର୍ଗତି ନ।ଶିନି ,ଅଭୟ ଦାୟିନୀ 

ଦୂର ଗେ ଗିରିଜା ନନ୍ଦିନୀ ମହିଷ। ମର୍ ଦିନି ,ଅମ୍ବିକା ଶିବାନୀ ଜୟ ଜଗତ ଜନନୀ , ମା ଦୁର୍ଗା

ଦୁର୍ଗା ପୂଜା ଆନନ୍ଦ ଉଲ୍ଲାସର ପର୍ବ ,ଜଗତ ଜନନୀ ମା ଜଗ ଦମ୍ବା। ଆଲୋକିତ ରୂପରେ ଭକ୍ତ କ ଦର୍ଶନ ପାଉଛନ୍ତି ।।

ହେ ବ ଯେ କେବେ ଏହାର ଅନ୍ତ ,ସମୟ କହିବ କି ନାହିଁ ଏହାର ଗୁନବନ୍ତ ।।

ମହିଶା ସୁରକୁ ବଧ କରି ମା ଗଲେ ଲେଉଟାଇ

ଉଦାସ ହେଲେ ଧରଣୀ ମାତା , ବରଷେ ଯିବା କଟି ।

ବିଶ୍ୱାସ ରଖି ସଭିଏ ଏବେ ଖୁସି ରେ ଯାନ୍ତି ଲୋଟି ଦୁର୍ଗା ପୂଜା ଏକ ଆଡମ୍ବର ସହକାରେ ପାଳିତ ହୁଏ 

ଦୁର୍ଗା ପୂଜା ଠାରୁ ଭିନ୍ନ କିଛି ପୂଜା ନାହିଁ ରେ 

ଏହା ବହୁତ୍ ଆଡମ୍ବର ସହକାରେ ପାଳିତ ହୁଏ ଆମ ସ୍ଥାନରେ ।।

ସୂତ ରାମ ମାରି ବ।ଣ କରିଥିଲେ ସୀତାଙ୍କୁ ହରଣ ,ନାଶ ଯିବ ଲଭି ଅକାଳ ମରଣ 

ଦର୍ଶକ ଦେଖି ବାକୁ ଡ।କୁ ଥିଲେ ମନ

ଏହାର ହିଁ ଜଗଡମ୍ବ। ମା ଦୁର୍ଗା କ ଠାରେ କୋଟି ଦର୍ଶନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics