STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ପୌଷ ପୁନେଇଁ

ପୌଷ ପୁନେଇଁ

1 min
162


ପୌଷ ପୁନେଇଁ ପରଵ ଆସିଛି

ଖୁସିର ସମୟ ନେଇ ଆସିଛି

ଗାଁ ଠାକୁରାଣୀଙ୍କ ପାଖେ ମୁଆଁ ଭୋଗ ଲାଗିବ

ଦେବି ମାଆଙ୍କ ବାନା ସବୁଠି ଉଡ଼ିବ

ମହା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିରରେ

ପୌଷାଭିସେକ ନୀତି ହୋଇବ

ଶହେ ଆଠ ସୁବାଷିତ ଜଳେ

ଠାକୁରଙ୍କ ଅଭିଷେକ ହୋଇବ

ଚତୁର୍ଦ୍ଦାମୁରତି ରାଜ ରାଜେସ୍ୱର ବେଶ ହୋଇ ଦର୍ଶନ ଦେବେ

ସୁନା ବେଶ ହୋଇ ମହା ପ୍ରଭୁ ସୁନ୍ଦର ଲାଗିବେ

ଶ୍ରୀ ନଅରରେ ଗଜପତି ମହାରାଜାଙ୍କ ବି ଅଭିଷେକ ହୋଇବ

ସବୁଠି ଶୁଭ ଶଙ୍ଖ ବାଜି ଉଠିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics