STORYMIRROR

PUSPALATA SAHOO

Horror Romance

3  

PUSPALATA SAHOO

Horror Romance

ପାଉଁଶ ତଳର ସ୍ୱପ୍ନ

ପାଉଁଶ ତଳର ସ୍ୱପ୍ନ

1 min
438

ଏ ଦୁନିଆର ସବୁ ସୁଖ ଛାଡି 

ଚାଲି ଯାଇଛି ମୁଁ ଅଫେରା ରାଇଜେ 

ଯେଉଁଠି ନାହିଁ କିଛି ପ୍ରତ୍ୟୁତ୍ତର 

ହେଲେ ପାଉଁଶ ତଳର ନିଆଁ 

ସ୍ୱପ୍ନରେ ଭରପୁର 

ହଜିନି ତୁମ ପାଇଁ ମୁଁ 

ବଂଚିଛି ଆଉ ବଞ୍ଚିବି ମଧ୍ୟ 

ସାତ ଜନ୍ମ ପାଇଁ ପ୍ରିୟା 

ତୁମେ ତ ହୃଦୟରେ ମୋର 

ବସା ବାନ୍ଧି କରିଛ ଘର 

ସ୍ୱପ୍ନ ମୋର ସ୍ୱପ୍ନରେ ରହିଗଲା 

ଆର ଜନମକୁ ସାକ୍ଷୀ ରହିଲି 

ଆସିବ ତୁମେ ହାତ ଧରି ମୋର 

ନେଇଯିବ ଜହ୍ନ ରାଇଜକୁ 

ଯେଉଁଠି ନ ଥିବେ କେହି 

ଖାଲି ଥିବ ତୁମେ ଆଉ ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror