ପାଠ୍ ଦୁଇ ଅକ୍ଷର
ପାଠ୍ ଦୁଇ ଅକ୍ଷର
ପାଠ୍ ପଢ୍-ବାକେ ଲାଗ୍ ସି ତ ମଜା
ଅ, ଆ, ଇ, ଈ
ଯଲ୍-ଦି ଅ ତମେ ଇସ୍କୁଲ୍ କେ ଯିମା
ଆମେ ସଭେ ବୁହେନ୍ ଭାଇ ।
ପାଠ୍ ପଢ୍-ସି ଯେ ବଡ୍ ଲୋକ୍ ହେସି
ସଁସାର୍ ଜାନେ ଇ କଥା
ଆମେ ପାଠ୍ ପଢ଼ି ବଡ୍ ଲୋକ୍ ହେଇ
ଦେଶର୍ ଟେକ୍-ମା ମଥା ।
ଅନିଏ, ଅଧରମ୍, ଆର୍ ଅନୀତିର୍
ଆଘେ ହେମା ଟାନ୍
ଦେଶୁଁ ଦୁର୍ନୀତି କେ ଦୂର୍ କରିଦେମା
ଲଗେଇ ଆମର୍ ଜାନ୍ ।
ଜାତି, ଧରମ୍, ଆର୍ ଭାଷାର୍ ଉପର୍କେ
ନେମା ଆମର୍ ଦେଶ୍ ମାଁ କେ ।ଭାରତୀୟ ହେଇ ଆଗ୍କେ ବଢ୍-ଲେ
ପଛେ କେ ପକାବା ଆମ୍-କେ ?
ପାଠ୍ ଦୁଇ ଅକ୍ଷର୍ ପଢ୍ଲେ ସିନେରେ
ବୁଝ୍-ମା ଭଲ୍ ମଁଦ୍ କେ
ନି ପଢ୍ଲେ ପାଠ୍ କାଁ କରି ପାର୍-ମା
ନିଁଦ୍-ମା ଖାଲି ଭାଏଗ୍ କେ ।