Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Inspirational

3  

Gupteshwar Nanda

Inspirational

ପାଠ୍ ଦୁଇ ଅକ୍ଷର

ପାଠ୍ ଦୁଇ ଅକ୍ଷର

1 min
11.6K


ପାଠ୍ ପଢ୍-ବାକେ ଲାଗ୍ ସି ତ ମଜା

        ଅ, ଆ, ଇ, ଈ

ଯଲ୍-ଦି ଅ ତମେ ଇସ୍କୁଲ୍ କେ ଯିମା 

    ଆମେ ସଭେ ବୁହେନ୍ ଭାଇ । 

ପାଠ୍ ପଢ୍-ସି ଯେ ବଡ୍ ଲୋକ୍ ହେସି 

      ସଁସାର୍ ଜାନେ ଇ କଥା  

ଆମେ ପାଠ୍ ପଢ଼ି ବଡ୍ ଲୋକ୍ ହେଇ 

      ଦେଶର୍ ଟେକ୍-ମା ମଥା । 

ଅନିଏ, ଅଧରମ୍, ଆର୍ ଅନୀତିର୍ 

         ଆଘେ ହେମା ଟାନ୍ 

ଦେଶୁଁ ଦୁର୍ନୀତି କେ ଦୂର୍ କରିଦେମା

       ଲଗେଇ ଆମର୍ ଜାନ୍ ।

ଜାତି, ଧରମ୍, ଆର୍ ଭାଷାର୍ ଉପର୍କେ

   ନେମା ଆମର୍ ଦେଶ୍ ମାଁ କେ ।ଭାରତୀୟ ହେଇ ଆଗ୍କେ ବଢ୍-ଲେ

   ପଛେ କେ ପକାବା ଆମ୍-କେ ?

ପାଠ୍ ଦୁଇ ଅକ୍ଷର୍ ପଢ୍ଲେ ସିନେରେ

    ବୁଝ୍-ମା ଭଲ୍ ମଁଦ୍ କେ

ନି ପଢ୍ଲେ ପାଠ୍ କାଁ କରି ପାର୍-ମା

  ନିଁଦ୍-ମା ଖାଲି ଭାଏଗ୍ କେ ।        


Rate this content
Log in

Similar oriya poem from Inspirational