STORYMIRROR

kahnu charan sahu

Fantasy

3  

kahnu charan sahu

Fantasy

ପାରୁନି ଭୁଲି

ପାରୁନି ଭୁଲି

1 min
204


ମୋ ହୃଦୟ, ମନ

ମୋ ଭାବ ଆଉ ଭାବନା

ତୁମକୁ ନେଇ ଗଢିଲେ

ଅନେକ ମିଠା ସମ୍ପର୍କ

ଅନେକ ପ୍ରେମର ତାଜମହଲ


ହେଲେ ସମୟ 

ବଦଳେଇ ଦେଲା

ହୃଦୟରେ ସାଇତା ସ୍ବପ୍ନ

ତୁମେ ଏବେ ଆଉ କାହାର

ଚୁପ ଚାପ ଆଖିଲୁହ ଗଡେଇ

ତୁନି ରହିଲେ ମରି ମାରି ଇଚ୍ଛାଗୁଡା


କେବଳ ଏ ପାଗଳ ହୃଦୟ

ଆଜି ବି ସେତିକି ଭଲ ପାଉଛି

କାଲି ଯେତିକି ନିଜର ଭାବିଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy