Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobanta Biswal

Inspirational Others

4  

Jashobanta Biswal

Inspirational Others

ପାରିବାରିକ କଳହ

ପାରିବାରିକ କଳହ

1 min
424



ପରିବାର ଠୁ ବଳି ସରଗ ସୁନ୍ଦର 

  ଦୁନିଆରେ ଆଉ ନାହିଁ

ନୀତି ଦିନ ଯଦି ମାନିକି ଚାଲିବା 

  ଆଉ ପାରିବେନି କେହି  । ୧


ମା ବାପାଙ୍କୁ ଯଦି ଆଦର କରିବା 

 ସବୁ ପାପ ଯିବ ଧୋଇ 

ଭାଇ ଭାଉଜଙ୍କୁ ସ୍ନେହ ଶ୍ରଦ୍ଧା କଲେ 

  ନର୍କ ଦଣ୍ଡ ଆଉ ନାହିଁ  ।  ୨


ଏମିତି ଯଦି ଏ ସଂସାର ଚାଲିବ 

  ରକ୍ଷା ପାଇବ କୁରୁବଂଶ 

ହିଂସା ଅହଙ୍କାର ପୁରୀ ରହିଲେ 

 ବଂଶ ହୋଇ ଯିବ ଧ୍ଵଂସ ।  ୩


ପ୍ରେମ ପ୍ରୀତି ଭରା ପରିବାର ହେଲେ 

  ଘର ହେବ ପୁରୀ ଶ୍ରୀ କ୍ଷେତ୍ର 

ଝଗଡ଼ା ବିବାଦ କଳି ଆବର୍ଜନା ଥିଲେ 

  କୁଳ ହେବ ସର୍ବ ନାଶ   ।  ୪


ମାୟା ଜାଲ କାଟି ଜଗିଲେ ଘରକୁ 

  ବାପା ମା ହୃଦ୍ ଘେନି 

କଳହ ସହିବ ବିନାଶ କାରଣ 

   ଟଳି ଯିବ ଚୌପୁରୀ ।   ୫


ସ୍ତ୍ରୀ ପୁରୁଷ ଝଗଡ଼ା ହୋଇଲେ 

  ଘର ସୁଖ ଯିବ ସରି 

ପିଲା ଛୁଆ ମଧ୍ୟ ଝଗଡ଼ା ଲାଗିଲେ 

  ଭାଇ ହୋଇ ଯିବ ଭଗାରି ।  ୬


Rate this content
Log in