Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jashobanta Biswal

Romance

4  

Jashobanta Biswal

Romance

ଶେଷ ଫଗୁଣ ଚିଠି

ଶେଷ ଫଗୁଣ ଚିଠି

1 min
447


ପ୍ରଥମ ପ୍ରେମ ର ପ୍ରଥମ ପ୍ରେମିକା 

ନିତ୍ୟ ଦୃଶ୍ୟ ଚିତ୍ର ପଟ 

ପ୍ରୀତି ପ୍ରଣିଧି ରେ ଖୋଜୁ ଥିଲା ସତେ 

ପୂର୍ଣ୍ଣିମା ତିଥିର ଭେଟ       ।


ବିସ୍ମିତ ମନେ ଦେଖିଲି ସପନେ 

କନ୍ଦର୍ପ ରୂପସୀ ବାଳି        

ସ୍ନିଗ୍ଧ ମୃଦୁ କେଶି ଅଙ୍ଗେ ଭରା କେଶୀ 

ଚଞ୍ଚଳ ରୁଖା ଚାଲି        ।


ଦିବା ଦିବସରେ ସ ନ୍ଦିଗ୍ଧ ପରି ଟେ 

ପାଖୁ ଗଲା ମୋର ଚାଲି       

ମୃଦୁ ମଳୟରେ ବହି ଖେଳି ଗଲା 

ଚଉଦ ଭୁବନେ ମଲ୍ଲି।       ।


ନେତ୍ରେ ନେତ୍ରେ ସ୍ପର୍ଶ କଙ୍କିଣି କଟିଲ 

ହୃଦ ଦେଲା ବିଦାରି          

ପୁଲକ ରେ ଭରା ସେ ଦିନ ଦିବା ଟି 

ମନେ ହେଲି ଯେ ଘାରି       ।


ସମ୍ମୁଖୀନ ହୋଇ ନୟନ ଡୋଲାରେ

ଦେଇ ଦେଲି ଖଣ୍ଡେ ଚିଠି 

ପତ୍ର ପଢ଼ି ବାଳୀ ମୁରୁକି ହସିଲା 

ଏଇତ ଶେଷ ଫଗୁଣ ଚିଠି     

ଏଇ ତ ଶେଷ ଫଗୁଣ ଚିଠି  ।


Rate this content
Log in

Similar oriya poem from Romance