STORYMIRROR

Reeta aparajeeta Mohanty

Inspirational Others

2  

Reeta aparajeeta Mohanty

Inspirational Others

ପାହାଡ କଣ କୁହେ

ପାହାଡ କଣ କୁହେ

1 min
108

ପାହାଡ ର ନୀରବତା ଅନେକ କିଛି କୁହେ

ପାହାଡ଼ କେତେ ନିର୍ବାକ ନିରଳସ ଭାବେ

ତ୍ୟାଗ କରି ଚାଲେ

ଝଡ଼ ବ୍ୟାତ୍ୟା ଯାହା ଆସେ ସବୁ ସେ ସହିଯାଏ

ପାହାଡ ଉପରେ ଅନ

ଦିଲ ତାକୁ ଆଶ୍ରୟ 

ସେ ଗଛରେ ଅନେକ ପଶୁ ପକ୍ଷୀ ଆଶ୍ରୟ ନିଅନ୍ତି

ହେଲେ ମଣିଷ ନିଜ ସ୍ୱାର୍ଥପରତା ପାଇଁ

ପଥର ଆବଶ୍ୟକତା ପାଇଁ

ଗୋଟିଏ ପରେ ଗୋଟିଏ ପାହାଡ଼ କାଟି ଚାଲିଛି

ଫଳରେ ବନ୍ୟା ର୍ବତ୍ୟା ମରୁଡ଼ି ମାଡ଼ିଆସୁଛି

ପାହାଡ଼ କୁହେ ଗଛ ଆଉ ପାହାଡ଼

ଯଦି ତୁମେ କାଟି ଚାଲିବ

ଅନେକ ବିପଦରେ ପଡିବ ମଣିଷ ସମାଜ

ଆମ ତୁମ ପ୍ରକୃତ ବନ୍ଧୁ।

ପାହାଡ ର ମୌନ ଭାଷା ବୁଝି ଆମକୁ 

ପାହାଡ଼କୁ ବଞ୍ଚେଇବାକୁ ହେବ।

ଆସ ସବୁ ମାନବ ସମାଜ ଗଛ ଓ ପାହାଡ

ବିଲୟ ହେବାରୁ ବଞ୍ଚେଇବା 

ନିଜ ଆଗାମୀ ପୀଢ଼ି କିଛି କରିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational