Dr.Soumya Ranjan Khatua

Drama Romance Tragedy

3  

Dr.Soumya Ranjan Khatua

Drama Romance Tragedy

ପାଗଳ ପ୍ରେମୀ ତୁମ ପ୍ରେମେ ଭିଜା

ପାଗଳ ପ୍ରେମୀ ତୁମ ପ୍ରେମେ ଭିଜା

1 min
333



ତୁମେ ମୋ ଜୀବନ ନାଟକର ସୁନ୍ଦରୀ ନାୟିକା ,

ପୁଣି ତୁମେ ଯେ ମୋ ପ୍ରେମ ଗଳ୍ପରେ ପ୍ରେମିକା। ,

ତୁମେ ମୋ ରାତ୍ରିର ପୁଣି ଅଭିସାରିକା ,

ଦେବନି କେବେ ପ୍ରତାରଣା ସାଜି ଏକ ବେଇମାନ ପ୍ରତାରିକା ।। ୧


ତୁମେ ମୋ ଜୀବନ ରତ୍ନରେ କେବେ ମାଣିକ ପୁଣି କେବେ ମୋତି ,

ତୁମକୁ ହଜେଇଲେ ଜୀବନେ ରହିବନି ମୋର କେବେ ସ୍ଥିତି

ତୁମେ ମୋ ମରୁଜୀବନେ ମରୀଚିକା ର ପ୍ରସ୍ତୁତି ,

ତୁମ ବିନା ନାହିଁ ମୋ ଉପସ୍ଥିତି ।। ୨


ମୋ ଜୀବନ କୋଟିଏ ତାରାରେ ଯେ ତୁମେ ଗୋଟିଏ ଜହ୍ନ

ସବୁଠୁ ସୁନ୍ଦର ତୁମେ ଆଉ ତୁମ ହର୍ଷିତ ବଦନ ,

ଏ ହଲକା ହଲକା ବିଛୁରିତ ଜୋନ୍ନା ରେ ଜହ୍ନ ,

ଖେଳେଇ ଯାଉଛି ତୁମ ସୁବାସିତ ବାସ୍ନା ସାଜି ଉପବନ ।। ୩


ତୁମକୁ ଦେଖିଲେ ହୁଏ ଯେ ମୁଁ ଭାବୁକ ,

ପୁଣି ପାଲଟେ ଏକ ରସିକିଆ ପ୍ରେମିକ ,

ମୁ ଯେ ପାଗଳ ପ୍ରେମୀ ତୁମେ ପ୍ରେମ ରଙ୍ଗେଭିଜା ପ୍ରେମିକ ,

ଅପେକ୍ଷା ସର୍ବଦା ତୁମ ସ୍ପର୍ଶର ମିଠା କୁହୁକ ।। ୪


Rate this content
Log in

Similar oriya poem from Drama