STORYMIRROR

Dr.Soumya Ranjan Khatua

Romance Fantasy Inspirational

3  

Dr.Soumya Ranjan Khatua

Romance Fantasy Inspirational

ହଁ ଝାଉଁଳି ଯାଏ

ହଁ ଝାଉଁଳି ଯାଏ

1 min
1.2K

ତୋଳିଥିଲି ସଜ ଗୋଲାପଟେ ତୋ ପାଇଁ

ହେଲେ ଏ ମନ ବୁଝେ ନାହିଁ ଜମା ଅବା କାହିଁ ।


ଭାରି ଅବୁଝା ଏ ମନ ଖାଲି କୁହେ ଗୋଲାପ ଠୁ ସୁନ୍ଦର

ଦୁନିଆଁ ରେ ଅବା କାହିଁ , ହଁ ! ସତେ ଅବା କାହିଁ ।


ତୋତେ ଦେଖିଲି ଯେବେ ପ୍ରଥମ ଥର ପାଇଁ

ଆଖି ଯୋଡିକୁ ଦେଲି ଯେବେ ଚାହିଁ ।


ହଁ ସେ ପ୍ରଥମ ଚାହାଣୀ ମୋତେ କହିବାକୁ ବାଧ୍ୟ କରାଏ

ତୋ ସୁନ୍ଦରତା ଆଗେ ସଜ ଫୁଟା ଗୋଲାପ ଝାଉଁଳି ଯାଏଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance