Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅକ୍ଷୟ କୁମାର ବେହେରା

Classics

4.0  

ଅକ୍ଷୟ କୁମାର ବେହେରା

Classics

ଓଠେ ଭରି ଦେଇ ହସ

ଓଠେ ଭରି ଦେଇ ହସ

1 min
12.1K


ଓଠେ ଭରି ଦେଇ ହସଅକ୍ଷୟ କୁମାର ବେହେରା

ଭାବ କୁ ନେଇ ସାହିତ୍ୟ ର ସୃଷ୍ଟି

ହେ "ଭାବ ର ସ୍ରଷ୍ଟା" ପ୍ରେମୀ,

ସମାଜକୁ ନୂଆ ବାଟ ଦେଖାଇବା

ମନୁଷ୍ୟ ରୂପେ ଜନମୀ ।

ଗୋଟି ଗୋଟି କରି ଶବ୍ଦ ଯୋଡି ଦେଇ

ପକ୍ତି ପରେ ପକ୍ତି ଲେଖି,

ଜନ କଲ୍ୟାଣର ବାରତା ବାଣ୍ଟିବା

ଆତ୍ମୀୟତା ଭାବ ରଖି ।

ସ୍ରଷ୍ଟାଙ୍କର ସୃଷ୍ଟି ନ ଦେଉ କେବେ ବି

ଅନ୍ୟମନେ ତିଳେ ଦୁଃଖ,

ଜନ କଲ୍ୟାଣରେ କବି କବୟିତ୍ରୀ

ବାଣ୍ଟି ଚାଲ ସଦା ସୁଖ ।

ଆଖିର ଲୁହକୁ ପୋଛି ଦେବା ଆମେ

ଓଠେ ଭରି ଦେଇ ହସ,

ଲେଖନୀ ରେ ଶକ୍ତି ଦିଅ ମା ଆମକୁ

ଏହାହିଁ ହେଉ ଆଶିଷ ।



Rate this content
Log in

Similar oriya poem from Classics