Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Classics Thriller

3  

Priyanaka daya Kari nema kyha

Classics Thriller

ଓଡିଶା ସାହିତ୍ୟ ମୋହତ୍ସବ-ରାମାୟଣରୁ ପଦେ

ଓଡିଶା ସାହିତ୍ୟ ମୋହତ୍ସବ-ରାମାୟଣରୁ ପଦେ

1 min
152



ରାମ ଲକ୍ଷ୍ମଣ ଙ୍କୁ ଦେଖି , ଆଶ୍ରମ ରେ,

ସଭିଏଁ ହୋଇଲେ ବିଶ୍ୱାସୀ,

ବୋଲନ୍ତି ମୁନି କୁ ଚାହିଁ ଏହି ବାଳକ,

କି ପାରିବେ ସେ ବଡ଼ ବଡ଼ ରକ୍ଷାସି ।




ଜଣା ନାହିଁ ଏ ଅଟନ୍ତି ସାମରିକ ବିଦ୍ୟାରେ,

ପାରାଗମ ନିଶ୍ଚିତ  ପାରିବେ,

ଈଶ୍ୱର ଙ୍କ ଉପରେ ଭରସା ରଖମ,

ଯଂଜ୍ଞର କର ପୁନରାବୃତ୍ତି ।



ଯଂଜ୍ଞ ଆବୃତ୍ତି ରେ ପଡିଲା ରୁ ଅଘ୍ର,

ଆସି ପ୍ରବେଶିଲେ ଦାନଵ ଗଣ,

ଦେଖି ସେମାନଙ୍କ ଏପରି ଭୟଙ୍କର,

ରୂପ ନ ଡରି ମାରିଲେ ତୀର ।


କିଛି ସମୟ ଉଭୟ ଙ୍କ ଭିତରେ

ଚାଲିଥାଏ ମହା ସମାରୋହ

ଦାନଵ ମାନେ ବୋଲନ୍ତି ବଚନ ହେ

ବାଳକ ଦୁଇ ଜଣ ହାରୁଛ ଜୀବନ ।



ଆମ୍ଭେ ହେଲୁ ମାୟାବି ରାକ୍ଷସ ଆମ

ଶକ୍ତି ସହ ଲଢେଇ କରୁଛ

ଏହି ମୁନି ରୁଷି ଙ୍କ ପାଇଁ, ଜୀବନ

ହାରିବ କଥା ମାନି ଲେଉଟି ଯାଅ ।



ବୋଲନ୍ତି ଦାନଵର ମୁଖ ଙ୍କୁ ଚାହିଁ,

ଆମ୍ଭ କଥା ଚିନ୍ତା ନ କରି ନିଜ ଜୀବନ

ବଞ୍ଚାଇବ କିପରି  କାହା ଶକ୍ତି,

ସହ ସମତୁଲ କର କିପରି ।



ଧନୁ ଧରି ମାରିଲେ ତୀର ଏପରି,

ଯାହାକୁ ଭେଦ କରିବା ସହଜ

ନୁହଇ କାହାରି ମୃତ୍ୟୁ ହେଲା ଦାନଵ, ଜାତିର

ମୁକ୍ତି ପାଇଲେ ମୁନି ବର ।


Rate this content
Log in

Similar oriya poem from Classics