STORYMIRROR

Debabrata Barik Debunu

Tragedy

4  

Debabrata Barik Debunu

Tragedy

ଓଡ଼ିଆ ପୁଅ ବାଜି ରାଉତ

ଓଡ଼ିଆ ପୁଅ ବାଜି ରାଉତ

1 min
566


ଏଇ ସ୍ଵାଧୀନତା ସଂଗ୍ରାମ ରେ

ସଂଗ୍ରାମୀ ମାନଙ୍କ ବଳି ଦାନ

ବାପୁଜୀ, ନେତାଜୀ, ଆଉ

ବାଜି ରାଉତ ଜୀବନ.....


ଓଡ଼ିଆ ପୁଅ ଆମ ବାଜି ରାଉତ

ନିଜ ଜୀବନକୁ ବାଜି ମାରି

କରିଲେ ଭାରତ ସ୍ୱାଧୀନ 

ଈତିହାସ ପୃଷ୍ଠାରେ ସେ

ଜାଣ ସବୁଠୁ କନିଷ୍ଠ....


ଅକ୍ଟୋବର ପାଞ୍ଚ ତାରିଖ

ତାଙ୍କ ଜନ୍ମ୍ ଦିନ

ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠ ପୁର

ତାଙ୍କ ନିଜ ଗ୍ରାମ....


ବାଜି ରାଉତଙ୍କ ଜନ୍ମ ସମୟରେ

କରୁଥିଲେ ଇଂରେଜ ଶାସନ

ଇଂରେଜ ମାନଙ୍କ ବିରୁଦ୍ଧରେ

ପ୍ରଜାମଣ୍ଡଳ କଲେ ଆନ୍ଦୋଳନ....


ପ୍ରଜାମଣ୍ଡଳ' ଦ୍ୱାରା ଥାନା ପାଖେ 

ଆନ୍ଦାଳନ କଲେ... 

ଜନ ଆକ୍ରୋଶକୁ ପୁଲିସ

ଆୟତ କରି ନ ପାରି....


ଶେଷରେ ଚାଲିଲା ଗୁଳିଚାଳନା

ବ୍ରାହ୍ମଣୀ ନଦୀରେ ଥିବା

ନୀଳକଣ୍ଠପୁର ଘାଟରେ

ଇଂରେଜ ମାନେ ପହଁଞ୍ଚିଲେ ମଧ୍ୟରାତ୍ରିରେ...


୧୨ ବର୍ଷର ବାଳକ ବାଜି ରାଉତ

କରିଦଲେ ମନା ମାନିବାକୁ ଆଦେଶ

ଗୁଳି କରି ହତ୍ୟା ଗଲେ ବିଦେଶୀ ନୃସଂଶ 

ଗୁଳିକାଣ୍ଡରେ ନୀହତ ଆମ

'ବାଜି ରାଉତ'.....




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy