STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ଓଡ଼ିଆ ମୋ ମାତୃଭାଷା

ଓଡ଼ିଆ ମୋ ମାତୃଭାଷା

1 min
13.7K


ଓଡ଼ିଆ ମୋ ଜାତି ଓଡ଼ିଆ ମୋ ପ୍ରୀତି 

    ଓଡ଼ିଆ ମୋ ମାତୃଭାଷା

 ନିଇତି ଶିଖାଏ ବଡ଼ଙ୍କୁ ପ୍ରଣାମ

    ଲଘୁଜନେ ସ୍ନେହବର୍ଷା..... 

କଳା ସଂସ୍କୃତିରେ ଉତ୍କର୍ଷ ଅଟଇ

   ଆମରି ଉତ୍କଳ ଭୂମି

 ବୈଚିତ୍ର ମଣ୍ଡିତ ଉତ୍କଳେ ଉତ୍କଳି

   ଶାସ୍ତ୍ରୀୟ ମାନ୍ୟତା ଘେନି......

ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି

    ମନେଗୁଣୀ ବାରମ୍ବାର

ପରଭାଷା ମୋହେ ମାତୃଭାଷା ଆମ

    କରନାହିଁ ହତାଦର......।

              【ସନ୍ତୋଷ】


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational