STORYMIRROR

Minakshi Samal

Inspirational

2  

Minakshi Samal

Inspirational

ଓଡିଆ ମୋ ମାତୃଭାଷା

ଓଡିଆ ମୋ ମାତୃଭାଷା

1 min
348


ଉତ୍କଳ ଜନନୀ କୋଳରେ ଜନମି

ମଣୁଛି ନିଜକୁ ଧନ୍ୟ

ଜୀବ ଯିବାଯାଏଁ ଯେଉଁଠାରେ ଥାଏ

କରୁଥିବି ଗୁଣଗାନ।

ଓଡିଆ ଭାଷାକୁ ସମୃଦ୍ଧ କରିବା

ପାଇଁକି ନେଉଛି ପଣ

ଲେଖନୀ ମୁନ ମୋ ଚାଲୁଥାଉ ସଦା

ଗାଇ ଓଡିଶାର ଗୁଣ।


ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational