ଓ ହିରୋ
ଓ ହିରୋ
ଓ ହିରୋ, ଓ ହିରୋ,
ଫିଗର୍ ତୁମର ଓକେ
ପାକ୍ ଚର୍ ତୁମର ଓକେ
କୁହ କେଉଁଠି ତୁମର ଘର( ୨)
ଓ ହିରୋ, ହିରୋ,
ଆସିଛି ତୁମେ ନୂଆ
ତୁମ ଷ୍ଟାଇଲ ଭାରି ବଢିଆ
ଠିକଣାଟା ଦିଅ ତୁମର (୨)
ଓ ହିରୋ ଓ ହିରୋ,
ଯେବେ କଲେଜକୁ ଆସ
ଝିଅ ଦେଖି ହୁଅନ୍ତି ବେହୋସ
ଦେଖି ଲାଖିଯାଏ ଆଖି ତାଙ୍କର।(୨)
ଓ ହିରୋ ଓ ହିରୋ,
ତୁମେ ପଢୁଛ ପାଠ ବଢିଆ
ତୁମେ ଲାଗୁଛ ଖାଣ୍ଟି ଓଡିଆ
ଦିଅ ତୁମ ମୋବାଇଲି ନମ୍ବର (୨)
ଓ ହିରୋ ଓ ହିରୋ,
ଫିଗର୍ ତୁମର ଓକେ
ପିକଚର୍ ତୁମର ଓକେ
କୁହ କେଉଁଠି ତୁମର ଘର
କୁହ କେଉଁଠି ତୁମର ଘର.?
