STORYMIRROR

Debasis Ray

Inspirational Others

2  

Debasis Ray

Inspirational Others

ନ୍ୟାୟ

ନ୍ୟାୟ

1 min
147

                               

କିଏ ଡାକେ ବିଷ୍ଣୁ କିଏ ଡାକେ ଶିବ 

ପାଇବାକୁ ସୁଫଳର ଆନନ୍ଦମୟ  ଉପାୟ 

ଦିନେ କେବେ ଦେଖିଛନ୍ତି କିଏ ପୂଜୁଛି ନ୍ୟାୟ ।


ନ୍ୟାୟର ଚିତ୍ର ବା ମୂର୍ତ୍ତି ନାହିଁ ସେ ଅଗ୍ରୁପ 

ଗୁଣରେ ନୁହେ କମ ଅଟଇ ମଧୁପ 

ଉପାସନା ର ଫଳ ହେଲା ସନ୍ତୋଷ ର ମଧୁ 

ହରିଶ୍ଚନ୍ଦ୍ର କର୍ଣ ଙ୍କ ପରି ରଖିଯାଇଛନ୍ତି  ନାମ 

ମନୁଷ୍ୟ କରିଛି ଅନୁଶୀଳନ ତାଙ୍କ ଜୀବନ କର୍ମ ।


ପିତା ମାତା ପିଲାଙ୍କୁ ଶିଖେଇବା ଅଟେ ତାଙ୍କ କର୍ମ 

ଧରାରେ କରିବେ ରାଜ ପ୍ରତିଷ୍ଠିତ ହେବ ଧର୍ମ ।


ଅନ୍ୟାୟୀ ଫଳ ଭୋଗିବ ଆଜି ନାହିଁତ କାଲି  ନିଶ୍ଚିତ 

ସତୀ ଗାନ୍ଧାରୀ ସମ ହରାଇବେ ପୁତ୍ର ଏହା ଜIଣେ ଜଗତ ।

          


Rate this content
Log in

Similar oriya poem from Inspirational