Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Others

4.3  

Tankadhar Majhi

Inspirational Others

ନୂଆଁଖାଇ ଜୁହାର୍

ନୂଆଁଖାଇ ଜୁହାର୍

1 min
390


ନୂଆଖାଇ ପରବ୍ ଏନ୍ତା ଆସୁ

ଯେନ୍ତା ଦୁଃଖି ଲୋକ୍ ବି ମୁଲକି ହସୁ

ଇ ହସିଟା ସମକିର ଓଠେ ଚମକି ପଡୁ


ଖାଲି ପେଟେ ଥିବାର୍ ମୁନୁଷ କେ

ଆଜିର୍ ଏନ୍ତା ଦାନା ମୁଠେ ମୁଠେ ମିଲୁ

ଇ ଦାନାଟା ତାର ଭୋକ୍ କେ ମାରି ଦେଉ


ହୀନ୍ ବୁଦ୍ଧି ଥି ବଁଚୁଥିବା ଲୋକ୍ କେ

ମାଁ ସମଲେଇ ଏକା ସବକ୍ ଶିଖାଉ ଥାଉ

ଇ ସବକ୍ ଥି ତାର୍ ମୁଡ୍ କେ ବନେ କରିଦେଉ 


ଭଲ୍ ଥି ଯେନ୍ ଅଁକରିଆ ହେଉଥିସି

ହେନ୍ତା ଲୋକର୍ ମନ୍ ସାଫ୍ ହେଇ ଯାଉ

ଇ ମନ ସାଫ୍ ସୁତରା ଥି ଦୁନିଆ ବଦଲି ଯାଉ 


ଜୁହାର୍ ଥି ରାଗ୍ ରୁଷ୍ କେ ମୁର୍ଛି ଦେଲେ

ଫେର୍ ଥରେ ନୂଆଁ ନୂଆଁ ଲାଗବା ସମିୟା

ଇ ସମିୟା ଥି ଯେ ବଦ୍ଲିଛେ ସେ ଫେର୍ ମିଶି ଯାଉ । 


Rate this content
Log in

Similar oriya poem from Inspirational