ନୂଆଁଖାଇ ଜୁହାର୍
ନୂଆଁଖାଇ ଜୁହାର୍

1 min

407
ନୂଆଖାଇ ପରବ୍ ଏନ୍ତା ଆସୁ
ଯେନ୍ତା ଦୁଃଖି ଲୋକ୍ ବି ମୁଲକି ହସୁ
ଇ ହସିଟା ସମକିର ଓଠେ ଚମକି ପଡୁ
ଖାଲି ପେଟେ ଥିବାର୍ ମୁନୁଷ କେ
ଆଜିର୍ ଏନ୍ତା ଦାନା ମୁଠେ ମୁଠେ ମିଲୁ
ଇ ଦାନାଟା ତାର ଭୋକ୍ କେ ମାରି ଦେଉ
ହୀନ୍ ବୁଦ୍ଧି ଥି ବଁଚୁଥିବା ଲୋକ୍ କେ
ମାଁ ସମଲେଇ ଏକା ସବକ୍ ଶିଖାଉ ଥାଉ
ଇ ସବକ୍ ଥି ତାର୍ ମୁଡ୍ କେ ବନେ କରିଦେଉ
ଭଲ୍ ଥି ଯେନ୍ ଅଁକରିଆ ହେଉଥିସି
ହେନ୍ତା ଲୋକର୍ ମନ୍ ସାଫ୍ ହେଇ ଯାଉ
ଇ ମନ ସାଫ୍ ସୁତରା ଥି ଦୁନିଆ ବଦଲି ଯାଉ
ଜୁହାର୍ ଥି ରାଗ୍ ରୁଷ୍ କେ ମୁର୍ଛି ଦେଲେ
ଫେର୍ ଥରେ ନୂଆଁ ନୂଆଁ ଲାଗବା ସମିୟା
ଇ ସମିୟା ଥି ଯେ ବଦ୍ଲିଛେ ସେ ଫେର୍ ମିଶି ଯାଉ ।