STORYMIRROR

Iswara Chandra Sahu

Abstract

2  

Iswara Chandra Sahu

Abstract

ନୁଆଁ ବଛର୍

ନୁଆଁ ବଛର୍

1 min
260


  ନୂଆ ବଛର୍

ଆଇଛେ ଆଏ ଜ୍ ନୂଆ ବଛର୍ ୨୦୨୦ ମୁଲ୍ ମୂଲ୍ କରି ହସି

ସଭେ ଆମେ ସ୍ୱାଗତ କର୍ ମା ମନ୍ କେ କରି ଖୁସି।

ବନ୍ଧୁର୍ ମିଳନ୍ ପା ଏମା କାହିଁ ଏନ୍ ତା ଦେନେ ଭାଈ

ଇନୁଆଁ ବଛର୍ ର୍ ଭାବ୍ ଦିଆନିଆ ମନ୍ କେ ନେଵା ମୋହି।

ଆଏଜ୍ ଆଇଛେ ନୁଆ ବଛର୍ କନ୍ କନି ଶିତେ ଥରି

ରୁପାର୍ ଚାଦର୍ ଉଢି ଆଇଛେ ମନ୍ କେ ଉଷତ୍ କରି।

ବିନ୍ ତି କରୁଛେ ମାହାପୁରୁ କେ ନୂଆ ବଛର୍ ହେଉ ଶୁଭ

ଉଲେ ଦୁଲେ କରି ସମ୍ କୁ ରଖୁ ନ୍ ନାଇଁ ପଡୁ କେଭେ ଦୁଃଖ୍।

ସରବ୍ ଶୁଭ୍ ହେଉ ସମ୍ କର୍ ଲାଗି ନୂଆ ବଛର୍ ଅଭିନନ୍ଦନ୍

ଇ ସାରା ବଛର୍ ଆମର୍ ଚଲା ପଥେ ବର୍ଷୁ ଥାଉ ଫୁଲ୍ ଚନ୍ଦନ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract