Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Iswara Chandra Sahu

Inspirational

3  

Iswara Chandra Sahu

Inspirational

ଜନମ ମାଏଟ

ଜନମ ମାଏଟ

1 min
404


ଜନମ୍ ଆମର୍ ଈ ମାଟିନେ     ଇଟାତ ମାଆର୍ ମାଟି

ଇ ମାଟିର୍ ପାଏନ୍ ପବନେ     ଆଇଛୁ୍ଁ ଛୁଆରୁ ଉଠି

ଆମେତ ତାର୍ ଆଖିର୍ ତାରା

ଭାରତ୍ ମାଆଁର୍ ଫୁଲ୍ ଗଜ୍ ରା

ତାର୍ ସେବାନେ ଜୀବନ୍ ଦେଇ ରଖ୍ ମା ତାର୍ ନାଁଟି

ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୧ ।। 


ଇ ମାଟିର୍ ପାହାଡ଼୍ ପର୍ବତ୍    ନଉଛେ ମନ୍ କେ ଟାନି

ଇ ମାଟି କେତେ ଫୁଲ୍ ଫୁଟିଛେ   ଝରୁଛେ ଝରଣା ପାନି

ଇ ମାଟିନେ ସେନେହ ଥାଉ

ଇ ତାର୍ କୁଳେନ ଜୀବନ୍ ଟା ଯାଉ

ସୁନାର୍ ଫସଲ୍ ଲହରୀ ପଡୁଛେ ଆମର୍ ଇ ଜନମ୍ ମାଟି

ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୨।।

 

ଇ ମାଟିନେ ଜନ୍ ମି ରାମ୍      ମାର୍ ଲେ ଲଙ୍କାର୍ ରାବଣ୍

ଇ ମାଟିନେ ଲଷ୍ମୀ ଅହଲ୍ୟା      ରଖ୍ ଲେ ମାଟିର୍ ମାନ୍

ଇ ମାଟିର୍ ଲଷ୍ମୀବାଇ ରାଣୀ ଦୁର୍ଗାବତୀ

ଭାରତ୍ ଯୁଦ୍ଧର୍ ବିର୍ ଅର୍ଜୁନ୍ ଅଟନ୍ ମହାରଥୀ

କେତେ ରୂପ୍ ଗୁନେ ମାଟିର୍ ଯଶର୍ ମନ୍ କେ ନେଉଛେ ଲୁଟି

ଜନମ୍ ହେଇଛୁଁ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୩ ।।


Rate this content
Log in

Similar oriya poem from Inspirational