ଜନମ ମାଏଟ
ଜନମ ମାଏଟ
ଜନମ୍ ଆମର୍ ଈ ମାଟିନେ ଇଟାତ ମାଆର୍ ମାଟି
ଇ ମାଟିର୍ ପାଏନ୍ ପବନେ ଆଇଛୁ୍ଁ ଛୁଆରୁ ଉଠି
ଆମେତ ତାର୍ ଆଖିର୍ ତାରା
ଭାରତ୍ ମାଆଁର୍ ଫୁଲ୍ ଗଜ୍ ରା
ତାର୍ ସେବାନେ ଜୀବନ୍ ଦେଇ ରଖ୍ ମା ତାର୍ ନାଁଟି
ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୧ ।।
ଇ ମାଟିର୍ ପାହାଡ଼୍ ପର୍ବତ୍ ନଉଛେ ମନ୍ କେ ଟାନି
ଇ ମାଟି କେତେ ଫୁଲ୍ ଫୁଟିଛେ ଝରୁଛେ ଝରଣା ପାନି
ଇ ମାଟିନେ ସେନେହ ଥାଉ
ଇ ତାର୍ କୁଳେନ ଜୀବନ୍ ଟା ଯାଉ
ସୁନାର୍ ଫସଲ୍ ଲହରୀ ପଡୁଛେ ଆମର୍ ଇ ଜନମ୍ ମାଟି
ଜନମ୍ ଆମର୍ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୨।।
ଇ ମାଟିନେ ଜନ୍ ମି ରାମ୍ ମାର୍ ଲେ ଲଙ୍କାର୍ ରାବଣ୍
ଇ ମାଟିନେ ଲଷ୍ମୀ ଅହଲ୍ୟା ରଖ୍ ଲେ ମାଟିର୍ ମାନ୍
ଇ ମାଟିର୍ ଲଷ୍ମୀବାଇ ରାଣୀ ଦୁର୍ଗାବତୀ
ଭାରତ୍ ଯୁଦ୍ଧର୍ ବିର୍ ଅର୍ଜୁନ୍ ଅଟନ୍ ମହାରଥୀ
କେତେ ରୂପ୍ ଗୁନେ ମାଟିର୍ ଯଶର୍ ମନ୍ କେ ନେଉଛେ ଲୁଟି
ଜନମ୍ ହେଇଛୁଁ ଇ ମାଟିନେ ଇଟାତ ମାଆଁର୍ ମାଟି ।। ୩ ।।