STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ନମଇଁ ନୃସିଂହ ଚରଣ

ନମଇଁ ନୃସିଂହ ଚରଣ

1 min
199


ନମଇଁ ନୃସିଂହ ଚରଣ

ତୁ ଦେବ ଜଗତ ଜୀବନ।


ତୋ ବିନୁ ଅନ୍ୟ ଗତି ନାହିଁ

ତୋ ପଦେ ନିତ୍ୟେ ମୁଁ ସେବଇ।


 ତୋ ପାଦ ସେବି ପ୍ରହଲ୍ଲାଦ

 ଲଭିଲା ସେହି ଇନ୍ଦ୍ର ପଦ।


ନୃସିଂହ ଚତୁର୍ଦ୍ଦଶୀ ଆଦ୍ୟ

ଭକତି ଭାବେ ପୁଜୁ ପାଦ।


ସଂସାର ବାସୀ ଏ ବିକଳେ

ଡାକନ୍ତି ତୁମ୍ଭଙ୍କୁ ଅକୁଳେ।


ଏ ଘୋର ସଙ୍କଟ କାଳରେ

ଉଦ୍ଧାର କରିବ ଠାକୁରେ।


ଶରଣ ରଖ ନାରାୟଣ

ପଶିଲୁ ଶ୍ରୀ ପଦେ ଶରଣ।

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational