STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନକଲି ପାଠୁଆ

ନକଲି ପାଠୁଆ

1 min
173


ନକଲି ପାଠୁଆ କେବେ

ପାଏ ନାହିଁ ଜ୍ଞାନ ହୋଇ

ଥାଏ ସତ୍ ଶିକ୍ଷା ରୁ ବଞ୍ଚିତ

ମସ୍ତିଷ୍କ ଟି ତାର ସଦା

ଖାଲି ରହେ ଭରି ଥାଏ

ମୁଣ୍ଡେ ଅଗାଡିମାନ

ସଦା ହୁଡି ଯାଏ ପଥ,

ମୁଖରୁ ତାହାର ବାହାରି

ଥାଏ ସଦା ନିସୃତ ହୁଏ

ଅଜବ ଅଜବ ମିଛ ବାକ୍ଯ

ଯାହା ଲାଗିଥାଏ ଅନ୍ଯକୁ

ଜହର ସମାନ!

ନିଜେ ନିଜେ ସେ ହୁଡିଯାଏ

ପଥ କରିଥାଏ ଭଣ୍ତାମିର

ଅନେକ କୁକର୍ମ

ଲାଗିଯାଏ ତା ମଥାରେ

ଚୋର ଲମ୍ପଟର ଛାପ

ସଦା ହୋଇଥାଏ ଘୃଣିତ

କାହାକତି ଦେଖାଇ

ନ ପାରେ ନିଜ ମୁହଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational