STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ନକଲି ଅସଲି

ନକଲି ଅସଲି

1 min
14.3K


ନକଲି ଜିନିଷ           କରେ ଚକମକ

ଅସଲି ଦୂରେଇ ରହେ

ରୂପବତୀ ପାଶେ     ଆଖି ଲାଖି ରହେ

ଗୁଣବତୀ ଦୁଃଖ ପାଏ


ନକଲିର ତେଜ          ହଜିଯାଏ ଶିଘ୍ର

ଅସଲି ଆଦର ପାଏ

ରୂପବତୀ ରୂପ  ଖସେ ଯେତେବେଳେ

ଗୁଣବତୀ ଧନ୍ୟ ହୁଏ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract