STORYMIRROR

Bela Bhumi

Inspirational

3  

Bela Bhumi

Inspirational

ନିତି ଘଟଣାରେ

ନିତି ଘଟଣାରେ

1 min
139

ପଖାଳ କଂସାକୁ ନିତି ଝୁରୁଥିବା 

ମୁଁ ଏକ ମୂଲିଆ ଦୀନ   

ଛିଣ୍ଡା ମଶିଣାରେ ସ୍ୱପ୍ନ ଦେଖୁଥିବା

ତୁ ଗୃହୀଣୀ ଅଭିମାନ,

ଜୀବନ ଗଣିତେ ହରି ହାରୁଥିବା

ମୁଁ ଯେ ଶୂନ ଅବଶିଷ୍ଟ

ପେଟ ପାଟଣାର ନିତି ଘଟଣାରେ

ତୁ ସଂସାର ପରିଶିଷ୍ଟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational