STORYMIRROR

Sukanti Hotta

Abstract

2  

Sukanti Hotta

Abstract

ନିଷ୍ଠୁର ପ୍ରତାରଣା

ନିଷ୍ଠୁର ପ୍ରତାରଣା

1 min
367

ରଙ୍ଗ ରୂପ ସ୍ୱାଦ ନଥାଇ ବି

ସବୁ ଅନୁଭବ ହୁଏ

କୁହେଳିକା ପ୍ରହେଳିକା କରି

ଜୀବନକୁ ଧୂଳିସାତ କରି ଦିଏ

ପ୍ରତି ସୋପାନରେ

ଜନ୍ମ ମୃତ୍ୟୁ ରୂପକ ଜୀବନର

ମହାସଂଗ୍ରାମରେ

ଜାତି ବର୍ଣ ଧର୍ମ ଗରୀବ ଧନୀର

ପ୍ରାଚୀରରେ

ପ୍ରେମର ଉଛୁଳା ନଇଁରେ

ଭଗ୍ନ କରେ ସୁଖର ସଂସାର

ଛାଡି ଚାଲିଯାଏ ଯନ୍ତ୍ରଣା ତାଡନା ଲାଞ୍ଚନା

ସମ୍ପର୍କର ସୁନ୍ଦର ସେତୁ ଭାଙ୍ଗି

ଚୁରମାର କରି ହୃଦୟ ବିଦାରି

ଭରିଦିଏ ଅଶ୍ରୁର ଧାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract