STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ନିଷ୍ଠା ଓ ପବିତ୍ରତା

ନିଷ୍ଠା ଓ ପବିତ୍ରତା

1 min
13.1K


ହୋଇଥାଉ ପଛେ      ସେ ଶୁଦ୍ଧ ସୁବର୍ଣ୍ଣ

ଜ୍ୟୋତିରେ ପଡୁ ଉଛୁଳି

ତଥାପି ତାହାକୁ       ପୋଡା ଯାଉଥାଏ

ନ ସରିଲା ଯାଏ ମଳି


ନିଷ୍ଠା ପବିତ୍ରତା       ଥାଇ ତୁମ ପାଶେ

ଯଦି ଦୁଃଖ ପୋଡୁଥିବ

ସୁନା ପରି ଦିନେ          ତୁମ ପବିତ୍ରତା

ଅଧିକ ଉଜ୍ଜ୍ୱଳ ହେବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract