STORYMIRROR

Anil kumar Pradhan

Inspirational

2  

Anil kumar Pradhan

Inspirational

ନିଶାରୁ ନିଃଶବ୍ଦ

ନିଶାରୁ ନିଃଶବ୍ଦ

1 min
385

ପାନ ବିଡ଼ି ନୁହେଁ ଛୋଟିଆ ନିଶା

ଅଜାଣତେ ନିଏ ଟଙ୍କା ପଇସା

ସାଥିରେ ପୁଡିଆ ଧୁଆଁକୁ ନେଲେ

ଶରୀରକୁ ରୋଗ ଆସଇ ଭଲେ

ମଦ୍ୟପାନ ସାଥେ ଡ୍ରଗସ ନେଲେ

ଭଲ ମନ୍ଦ ସବୁ ମନରୁ ଭୁଲେ

ସିଗାରେଟ ସାଥିରେ ଗଞ୍ଜେଇ ଭିଡି

ମୁରୁକି ଦିଅନ୍ତି ନିସକୁ ମୋଡି

କରନା ଭାଇରେ ନିଶାକୁ ପେସା

ଦାରିଦ୍ର କରିବ ସବୁ ବେଉସା

କ୍ୟାନସର ପରି ଆଉଯେ ରୋଗ

ମାଡ଼ିଣ ଆସିବ ଦେହକୁ ଜଗ

ନିଶାର ବଦଳି ପୁରସ୍କାରରେ

ନିଃଶବ୍ଦ ହୋଇବ ଶବ ଯୁଇରେ

ଏବେଠୁ ସତର୍କ ହୁଅ ହେ ଭାଇ

ନିଶାରୁ ନିଃଶବ୍ଦ ଯିବ ଦୁରେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational