STORYMIRROR

Pramila Sahoo

Romance

1  

Pramila Sahoo

Romance

ନିରୋଳା ମୂହୁର୍ତ୍ତରେ

ନିରୋଳା ମୂହୁର୍ତ୍ତରେ

1 min
336


ନିରୋଳା ମୂହୁର୍ତ୍ତରେ

ଅପରିଚିତ ସ୍ଥାନରେ

ତୁମ ସହ ମୋର ଭେଟ

ନା ଭୁଲି ହେଉଛି ନା ରହି ହେଉଛି

ପ୍ରତି ମୂହୁର୍ତ୍ତେ ଖାଲି ମନେ ପଡ଼

ଏ ବୋଧହୁଏ ତୁମ ପାଇଁ ମୋର ପ୍ରେମ

ବନ ଲତା ସବୁ ତ ମୋ ପାଇଁ ସରଗଠୁ ସୁନ୍ଦର........

ପ୍ରମିଳା ସାହୁ


Rate this content
Log in

Similar oriya poem from Romance