STORYMIRROR

Sujata Routray

Inspirational

3  

Sujata Routray

Inspirational

ନିର୍ଣ୍ଣୟ

ନିର୍ଣ୍ଣୟ

1 min
276

ସବୁଠୁ ପ୍ରିୟ ଜିନିଷଟିଏ

ଯାହା ଆତ୍ମାକୁ ଛୁଇଁ ଯାଏ

ବିପରୀତ ପରିସ୍ଥିତିରେ ମଧ୍ୟ

ମୁଁ ତାକୁ ସାକାର କରିଛି

ସ୍ଥିର ଅବିଚଳିତ ରହି

ଚେଷ୍ଟା କରିଚି ଲେଖିବାକୁ

ଜୀବନର ବିଚିତ୍ର କବିତାକୁ

ମିଳିଛି ଖୁବ୍ ଆତ୍ମସନ୍ତୋଷ

ନିଜକୁ ଜାହିର୍ କରିବାର

ସଠିକ୍ ନିର୍ଣ୍ଣୟ ନେବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational