Goutam Mohanty
Fantasy Thriller
ହେ ସାଥୀ !
ନା ତୁମେ ମୋତେ
ଜାବୁଡି ଧରିବ
ନା ମୁଁ ତୁମକୁ
ଜଡେଇ ଥିବି ଚିରକାଳ..।
ତୁମେ କି ଜାଣିନ ?
ଏ ନୀଳ ଆକାଶକୁ
ଆମେ ସାଙ୍ଗ ହୋଇ
ଉଡି ତ ଯାଇପାରିବୁ
ହେଲେ
ପରସ୍ପରକୁ ଜାବୁଡି ଧରି
ଏକବାରେ ଅସମ୍ଭବ ।
#ଜରୁଆ ଝିଅ ##
ଏ ସହର ଶୋଇବା ପ...
ତୋ ମନ ବଗିଚାରେ...
ଧର୍ମପତ୍ନୀ
ସାହସୀ ମହିୟସୀ
ଦ୍ରୌପଦୀ
ମୁଢ଼ି
ହସିଲେ ଦିଶୁ ତୁ...
ଦ୍ରୌପଦୀ ତୁମେ ...
ଆ ଫେରିଯିବା ଗା...
ଇରାକ ଯୁଦ୍ଧରେ ଶତାଧିକ ଇରାକୀ ସୈନ୍ୟଙ୍କ ମୃତ୍ୟୁ ହେଇଛି । ତେଣୁ ଇରାକ ସରକାର, ଦେଶବିଦେଶରୁ ଯୁବକମାନଙ୍ ଇରାକ ଯୁଦ୍ଧରେ ଶତାଧିକ ଇରାକୀ ସୈନ୍ୟଙ୍କ ମୃତ୍ୟୁ ହେଇଛି । ତେଣୁ ଇରାକ ସରକାର, ଦେଶବିଦେଶରୁ ଯୁ...
ଉଜ୍ଜ୍ୱଳ ଭବିଷ୍ୟତ. ଉଜ୍ଜ୍ୱଳ ଭବିଷ୍ୟତ.
ଅବୁଝା ଜହ୍ନ ଅବୁଝା ଜହ୍ନ
ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ଲାଗେ ଭାରି ଅବସାଦ । ଦେଖି ଲୋ ଜନନୀ ତ୍ରାହି ଡାକି ଲାଣି ଚାରି ଆଡେ଼ ଅପରାଧ ଦିନୁ ଦିନ ଯାଏ ବଢିଣ ପ୍ରଖରେ ...
ବୋମାର ଆତଙ୍କ ଦେଖି ଭୟରେ ଥରୁଛି ଛାତି । ଯୁଦ୍ଧ ବିଭୀଷିକା ଦୃଶ୍ଯ ବୋମାର ଆତଙ୍କ ଦେଖି ଭୟରେ ଥରୁଛି ଛାତି । ଯୁଦ୍ଧ ବିଭୀଷିକା ଦୃଶ୍ଯ
ତନ ଜଳିଯାଏ ଆତ୍ମା ଉଡ଼ିଯାଏ, ମଉଳେ ବୟସ ବାସ୍ନା ସମୟରୁ ଯଦି ବାଟରେ ଚାଲିବା, ହୋଇବ କରୁଣା ବର୍ ତନ ଜଳିଯାଏ ଆତ୍ମା ଉଡ଼ିଯାଏ, ମଉଳେ ବୟସ ବାସ୍ନା ସମୟରୁ ଯଦି ବାଟରେ ଚାଲିବା, ହ...
ଜ୍ଞାନ-ବିଜ୍ଞାନରେ ହେଉ ଉଦ୍ଦୀପିତ ମୋ ପ୍ରିୟ ଦେଶ ଭାରତ । ଜ୍ଞାନଗୁରୁ ସାଜି ଜ୍ଞାନ-ବିଜ୍ଞାନରେ ହେଉ ଉଦ୍ଦୀପିତ ମୋ ପ୍ରିୟ ଦେଶ ଭାରତ । ଜ୍ଞାନଗୁରୁ ସା...
ଦରସିଝା କଇଁଥା ଜୀବନ ଗରିବର ଯେ ସବୁବେଳେ ସିଝୁଥାଏ ବିକୁଥାଏ ନାହିଁ ନାହିଁ ନାହିଁ ଦ୍ରବ୍ଯ ତା ଦରସିଝା କଇଁଥା ଜୀବନ ଗରିବର ଯେ ସବୁବେଳେ ସିଝୁଥାଏ ବିକୁଥାଏ ନାହିଁ ନାହିଁ ନାହିଁ...
ବୃନ୍ଦାବତୀ ମୂଳେ ସଞ୍ଜବତି ଜାଳେ ନବ ବଧୂ ପ୍ରତି ଦିନ । ବୃନ୍ଦାବତୀ ମୂଳେ ସଞ୍ଜବତି ଜାଳେ ନବ ବଧୂ ପ୍ରତି ଦିନ ।
କିଏ ପୁଣି ମୋତେ ଫେରାଇଦିଅନ୍ତା ମୋ ପିଲାଦିନକୁ ଆଜି ।। କିଏ ପୁଣି ମୋତେ ଫେରାଇଦିଅନ୍ତା ମୋ ପିଲାଦିନକୁ ଆଜି ।।
ତୁମପାଇଁ ପ୍ରିୟା ତାରା କୁ ତୋଳିବ ତୁମପାଇଁ ପ୍ରିୟା ତାରା କୁ ତୋଳିବ
ଅଭୁଲା ଭାଷା ମୋ ଓଡ଼ିଆ ଭାଷା ଅଭୁଲା ଭାଷା ମୋ ଓଡ଼ିଆ ଭାଷା
ମୋ ଗାଁ ମୋ ଗାଁ
ଆପ୍ ଙ୍କ ଏ ଦୁନିଆ .... ଆପ୍ ଙ୍କ ଏ ଦୁନିଆ ....
ଏଇ ଜନମରେ ମିଳନ ନ ହେଉ ବଢୁ ପ୍ରତୀକ୍ଷାର ଧାରା ତଥାପି ବି ଭଲ ପାଉଛି ତୁମକୁ ଭଲ ପାଇବି ଜୀବନସାରା । ଏଇ ଜନମରେ ମିଳନ ନ ହେଉ ବଢୁ ପ୍ରତୀକ୍ଷାର ଧାରା ତଥାପି ବି ଭଲ ପାଉଛି ତୁମକୁ ଭଲ ପାଇବ...
ଅନୁଭବର ଚରମ ସୀମାରେ ଅଧିକରୁ ଅଧିକ ପାଇବାର ଆଶାରେ ଅଭ୍ୟାସର ସ୍ପର୍ଶରେ ଆସି ରାଜୁତି କରିବସନ୍ତି ... ଅନୁଭବର ଚରମ ସୀମାରେ ଅଧିକରୁ ଅଧିକ ପାଇବାର ଆଶାରେ ଅଭ୍ୟାସର ସ୍ପର୍ଶରେ ଆସି ରାଜୁତି ...
ସ୍ମୃତି କେବେ ଫେରେ ଅମାନିଆଁ ହୋଇ ସେଇ ଝଂକା ବାର ତଳେ ସ୍ମୃତି କେବେ ଫେରେ ସଜଳ ଆଖିରେ .. ସ୍ମୃତି କେବେ ଫେରେ ଅମାନିଆଁ ହୋଇ ସେଇ ଝଂକା ବାର ତଳେ ସ୍ମୃତି କେବେ ଫେରେ ସଜଳ ...
ତୁମେ ଯଦି ହୁଅ ଅଞ୍ଜନର ଗାର ମୁଁ ହେବି ମୃଗନୟନୀ ତୁମେ ଯଦି ହୁଅ ସୁର ଲୟ ତାଳ ମୁଁ .... ତୁମେ ଯଦି ହୁଅ ଅଞ୍ଜନର ଗାର ମୁଁ ହେବି ମୃଗନୟନୀ ତୁମେ ଯଦି ହୁଅ ସୁର ଲୟ ତାଳ ...
ସ୍ବପ୍ନର ଉଈହୁଙ୍କା ଭାଙ୍ଗିଗଲା ପରେ ଜୀବନର ଯେତକ ଭଗ୍ନାଂଶ ଭୁଲ ହୋଇଯାଏ କେତେବେଳେ ସମାହିତ ତ ଆଉ.. ସ୍ବପ୍ନର ଉଈହୁଙ୍କା ଭାଙ୍ଗିଗଲା ପରେ ଜୀବନର ଯେତକ ଭଗ୍ନାଂଶ ଭୁଲ ହୋଇଯାଏ କେତେବେଳେ ସମା...
କେତେ କାଳଜୟୀ ରଚିଛି କାହାଣୀ, ଲେଖକ ହାତରେ କଲମ ଧରି।। କେତେ କାଳଜୟୀ ରଚିଛି କାହାଣୀ, ଲେଖକ ହାତରେ କଲମ ଧରି।।