STORYMIRROR

Pramila Sahoo

Abstract

2  

Pramila Sahoo

Abstract

ନିରବ ଯନ୍ତ୍ରଣା

ନିରବ ଯନ୍ତ୍ରଣା

1 min
13.1K


ପ୍ରଭାତର ସତେଜ କିରଣରେ

ମନର କଥା ଆଙ୍କି ଦିଏ କେଇଟା ଶଦ୍ଦରେ

କାଲି ସନ୍ଧ୍ୟାରେ ମତେ ବି ଭିଜେଇ ଥିଲା

ଆସହାୟ ବୁଢ଼ୀର ଆଖିର ଲୁହରେ

ପକ୍ଷୀ ଗୁଡା ବସାକୁ ଫେରିଲା ପରି

ମୁଁ ବି ଫେରିଗଲି ଅତୀତକୁ

କେଇ ମୁଠା ନିରବ ଯନ୍ତ୍ରଣାରେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract