STORYMIRROR

Dharitri Das

Tragedy Others

2  

Dharitri Das

Tragedy Others

ନିରବ ଝଡ଼

ନିରବ ଝଡ଼

1 min
85

କାହୁଁ ଅଇଲା ଏ

ନିରବ ଝଡ଼

ଭାଙ୍ଗି ରୁଜି ସଂସାରକୁ

ମୋ କଲା ଛାରଖାର।

ଝଡ଼ ଆସିଥିଲେ

ସହି ଯାଇଥାନ୍ତି

ନୁଆଁଇ ଦେଇ ମଥା

କାହା ଆଗେ କହିବି

ମୁଁ ଏ ନିରବ ଝଡ଼ର ଗାଥା।

କହି ହେଉନାହିଁ କି

ସହି ହେଉନାହିଁ ଯାହା

କ୍ଷତି କଲା ଏ ନିରବ ଝଡ଼

ଅନାୟାସରେ କ୍ଷଣକେ

ବଦଳାଇ ଦେଲା ସେ

ମୋ ଜୀବନର ମୋଡ଼।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy