Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Liza Senapati

Abstract


2  

Liza Senapati

Abstract


ନୀରବତା

ନୀରବତା

1 min 74 1 min 74

ଆଜି ନୀରବତା ତୋର,

ମୋ ଆଖିର ଲୁହ ।

ସୁଜିପାରିବୁ କି ତୁ,

ମୋ ପ୍ରେମ ର ଋଣ,

ଦେଇ ପାରିବୁ ସେ ସମୟ,

ଯାହା ସାରିଚି ,

ତତେ ଭାବି ନିଜର।

ନା ,ତୁ କଣ ,

କେହିବି ନୁହେଁ ,

ଯା ଫେରିଯାଆ ତୁ।


Rate this content
Log in

More oriya poem from Liza Senapati

Similar oriya poem from Abstract