STORYMIRROR

Mamatamanjari Das

Abstract Others

3  

Mamatamanjari Das

Abstract Others

ନୀରଵ ଝଡ଼

ନୀରଵ ଝଡ଼

1 min
13.6K


ଆଖିର ଭାଷାକୁ ଆଖି ବୁଝି ଥାଏ

ହୃଦୟ ବେଦନା ପାଲଟେ କୋହ

ସେଇ କୋହ ଯେବେ ବରଫ ପାଲଟେ

ତୁଟି ଯାଇ ଥାଏ ସଂସାର ମୋହ ।

ଜୀବନ ଲାଗଇ ମରୁ ମରିଚୀକା

ହୃଦୟରେ ବହେ ନୀରବ ଝଡ

ସେ ଝଡ ପ୍ରବାହେ ଆତ୍ମା ମରିଯାଏ

ଶବ ହୋଇ ଏଠି ଶରୀର ପଡେ ।

ମମତା ମଞ୍ଜରୀ ଦାସ,କଟକ


Rate this content
Log in

Similar oriya poem from Abstract