ନଈ
ନଈ
ପ୍ରଖର ଗତିରେ ଚାଲୁ ଅଛ ବହି
ଅଙ୍କା ବଙ୍କା ବାଟେ ତହିଁ
ପଥର ବନ୍ଧୁର ଖାଲ ଢିପ ମାଡ଼ି
ଡେଇଁ ଶିଳା ରାଶି ଛୁଇଁ l
ପର୍ବତ କନ୍ଧରୁ ଜାତ ହୋଇଅଛୁ
ନାଆପାଇ ଅଛୁନଈ l
ତୋର ନୀରିମଳ ଶୁଦ୍ଧ ଗଙ୍ଗା ଧାରା
ଯାଉଛିକୌତୁକେ ବହି l
ତୀରେ ତୀରେଶୋଭା ସବୁଜିମା ଭରା
ଶ୍ୟାମଳ ଲତା ଗହଳ l
କୁଳେ କୁଳେ ତହିଁ ମନ୍ଦିର ଯେ ତୀର୍ଥ
ଜନ ଗଣମତି ଭୋଲ l