STORYMIRROR

Abhinaba Pattniak

Romance

3  

Abhinaba Pattniak

Romance

ନିଦରେ

ନିଦରେ

1 min
140

ତତେ ନିଦରେ ନିଦରେ ହଜେଇ ଦେଲି ସୁରୁବାଲି 

        ମର କଥାକେ ହେତୁ କରବୁ ଧନ ନାଇଁ ଯିବୁ ଭୁଲି ।       ଏ ଧନ ମାଲି ତତେ ବୁଲେଇ ନେମି ବରପାଲି 

ସୁନ୍ଦରୀ ଲେତି ମର ମାଖନ୍ ମୁହିଁ ମର ଗୁଲଗୁଲି 

          ଆଘ କେତେ ହସିକିରି ମାରୁ ଥିଲୁ ଟପା ଗୁଲି ।          ଚାଲ ଯିମା ତତେ ବୁଲେଇ ନେମି ବରପାଲି 

           ଘିନି ଦେମି ତର ଲାଗି ଶାଢ଼ୀ ସେନ୍ଦୂର୍ ଲାଲି ।

ହେ ସାଙ୍ଗ ମତେ କେଭେ ନାଇଁ ଯା ଭୁଲି 

            ତୁଇ ଭୁଲି ଗଲେ ହୁରୁଦ୍ ଯିବାରେ ଚହଲି ।

ଭାବିଥିଲିଁ ତତେ ମନର ରାନୀ କରମି ବଲି

           ସପନ ରାଇଜେ ପରୀ ଦେଖି ତତେ ଭୁଲିଗଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance