STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ନିଦାଘ କାଳେ

ନିଦାଘ କାଳେ

1 min
154

ଗିରିସମ ତୁମେ 

ଆଣିଛ ନିଦାଘ ଏତେ 

ଉତ୍ତାପ ଜ୍ବାଳ।ରେ

ସହିହେଉନାହିଁ ସତେ 

ପଖାଳ ସାଙ୍ଗକୁ ପାଗ 

ବଡ଼ିଚୁରା ସାଥେ ଶାଗ 

ଖାଇବା ସୁଖ 

ଶୋଇବା ଦୁଃଖ 

ପ୍ରଚଣ୍ଡ  ତାପ ବୁହାଇ ଝାଳ 

ତଥାପି ସୁଆଦିଆ ଭୋଜନ 

ଦହି ପଖାଳ, କାକୁଡି ପିଆଜ ଫାଳ 

ଛାତରେ ବସ, ପକ୍ଷୀ ପଶୁଙ୍କ ଶୋଷ 

ପାଣିମୁନ୍ଦିଏ ଦେଇ ଜୀବନ ରଖ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract