Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ନବବର୍ଷ

ନବବର୍ଷ

1 min
252


ଗୀତି କବିତା-89: ନବବର୍ଷ     


ନୂଆ ବରଷର ନୂଆ ସକାଳରେ ସବୁ ନୂଆ ନୂଆ ଲାଗେ,

କେହି ଜଣେ ଆସେ ନୂଆହେଇ ପାଶେ ନୂତନ ସପନ ଜାଗେ |(ଘୋଷା)


ଦୁଃଖରେ ଲୁଚିଛି ସୁଖର ଫୁଆରା କାନ୍ଦରେ ଲୁଚିଛି ହସ,

ଅତୀତ ଆଖିରେ ଲାଗିଛି ଭବିଷ୍ୟ ବର୍ତ୍ତମାନ ଭରା ରସ |

ସୁଖ ସପନକୁ ସତ କରିବାକୁ ଆସିଛି ଅରୁଣ ରାଗେ |

ନୂଆ ବରଷର ନୂଆ ସକାଳରେ ସବୁ ନୂଆ ନୂଆ ଲାଗେ |(1)


ବିତି ଯାଇଛି ଯେ ହଜି ଯାଇଛି ସେ ତା' ପାଇଁ ଅନୁଶୋଚନା,

ଚାଲି ଯାଇଛି ଯେ ସେ ନୁହେଁ ଆମର ତାକୁ ଝୁରିବାକୁ ମନା |

ନୂତନ ଆହ୍ୱାନ କରେ ନିମନ୍ତ୍ରଣ ପ୍ରଭାତ ପୂରୁବ ଦିଗେ |

ନୂଆ ବରଷର ନୂଆ ସକାଳରେ ସବୁ ନୂଆ ନୂଆ ଲାଗେ |(2)



Rate this content
Log in

Similar oriya poem from Classics