STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ନବ ବର୍ଷର ଭେଟି

ନବ ବର୍ଷର ଭେଟି

1 min
323

ହସ ଖୁସି ଆମ ଆସୁଛି ପୁଣି

ନୂଆ ବରଷକୁ ଧରି

କେତେ ସାଙ୍ଗ ସାଥି ଖେଳ ମଉଜରେ

ପୁରୁଣା ଯାଉଛି ସରି


ପୁରୁଣା ଦିନକୁ ଦେବାରେ ବିଦାୟ

ନୂଆକୁ କରି ଆପଣା

ସମ୍ପର୍କକୁ କେବେ ଦେବାନି ଆଡେଇ

ଏହି ଯେ ମୋର ମାଜଣା


ନୂଆ ବରଷରେ ନୂଆ ନୂଆ କଥା

ସମସ୍ତେ ଶିଖିବା ଏଠି

ମନ କଥା କହି ନବ ବର୍ଷର

ଶୁଭେଚ୍ଛା ଦେବାରେ ଭେଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract