STORYMIRROR

Nirupama Tarai

Abstract

3  

Nirupama Tarai

Abstract

ନାରୀ

ନାରୀ

1 min
155


ଆକାଶ ଠାରୁ ଉଦାର ସେ

ସମୁଦ୍ର ଠାରୁ ଗଭୀର।

ଫୁଲ ପରି କୋମଳ ସେ

ମହୁ ପରି ହସ ମଧୁର।୧‌।

ପକ୍ଷୀ ଠାରୁ ତା ବେଗ ଚଞ୍ଚଳ,

ବିଜୁଳି ଠାରୁ କ୍ଷୀପ୍ର।

ମାତୃ ରୂପେ ଧରଣୀ ସେ

ଜଗତ କଲ୍ୟାଣୀ ଜନନୀ।୨।

ସଂସାର ର ଯୁଦ୍ଧରେ ସେ,

କେବେ ହାରି ଯାଆନ୍ତି।

ସଭିଙ୍କ ର ପ୍ରୀତି ସେ,

ସଂସାର ର ଶାନ୍ତି।୩।

ଗୃହ କାର୍ଯ୍ୟକୁ ଘରଣୀ।

ସମାଜ ମଙ୍ଗଳ କାରିଣୀ।୪।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract